ପ୍ରାଣୀ ବିଜ୍ଞାନ
ଦେଖଣା
(ପ୍ରାଣୀବିଜ୍ଞାନରୁ ଲେଉଟି ଆସିଛି)
ବିଜ୍ଞାନର ଯେଉଁ ବିଭାଗରେ ପ୍ରାଣୀ ଏବଂ ସେମାନଙ୍କ ବିଶେଷତ୍ୱ ବିଷୟରେ ଆଲୋଚନା କରାଯାଏ ତାହାକୁ ପ୍ରାଣୀବିଜ୍ଞାନ କୁହାଯାଏ । ଏହି ବିଷୟକୁ ଅଧ୍ୟୟନ କରୁଥିବା ଲୋକଙ୍କୁ ପ୍ରାଣୀବି଼ଜ୍ଞାନୀ କୁହାଯାଏ ।
ଇଂରାଜିରେ ଏହି ବିଷୟକୁ Zoology କୁହାଯାଏ । ଏହା ଦୁଇଟି ଗ୍ରିକ୍ ଶବ୍ଦ ଜୋଇନ୍( zōion) ଓ ଲୋଗସ୍ ( logos)ରୁ ଆସିଛି,ଯାହାର ଅର୍ଥ ଯଥାକ୍ରମେ ପ୍ରାଣୀ ଓ ଅଧ୍ୟୟନ ।
ଆଧାର
[ସମ୍ପାଦନା]ଅଧିକ ତଥ୍ୟ
[ସମ୍ପାଦନା]At Wikiversity you can learn more and teach others about ପ୍ରାଣୀ ବିଜ୍ଞାନ at:
ଉଇକିବହିରୁ ଆହୁରି ଅଧିକ ଜାଣିବା:
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |