ରାଧାମୋହନ ମହାପାତ୍ର
ଦେଖଣା
ରାଧାମୋହନ ମହାପାତ୍ର | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଚର୍ଚ୍ଚିକା, ବାଙ୍କି, କଟକ, ଓଡ଼ିଶା | ୩ ଫେବୃଆରୀ ୧୯୪୪
ବୃତ୍ତି |
|
ଭାଷା | ଓଡ଼ିଆ |
ନାଗରିକତା | ଭାରତୀୟ |
ଶିକ୍ଷା | ସ୍ନାତକୋତ୍ତର (ଇତିହାସ) |
ସାହିତ୍ୟ କୃତି | ଭୂମିତୃଷ୍ଣା (ଉପନ୍ୟାସ) |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୦ |
ଜୀବନସାଥୀ | ପ୍ରତିଭା ମହାପାତ୍ର |
ରାଧାମୋହନ ମହାପାତ୍ର ଜଣେ ଓଡ଼ିଆ ଲେଖକ ଓ ଔପନ୍ୟାସିକ । ସେ ୨୦୦୦ ମସିହାରେ ତାଙ୍କ ରଚିତ ଉପନ୍ୟାସ ଭୂମିତୃଷ୍ଣା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୧]
ଜୀବନୀ
[ସମ୍ପାଦନା]୧୯୪୪ ମସିହାର ଫେବୃଆରୀ ୩ ତାରିଖରେ ସେ କଟକ ଜିଲ୍ଲାର ବାଙ୍କୀ ଅନ୍ତର୍ଗତ ଚର୍ଚ୍ଚିକାଠାରେ ଜନ୍ମଗ୍ରହଣ କରିଥିଲେ । ସେ ଇତିହାସରେ ସ୍ନାତକୋତ୍ତର କରିବା ପରେ ଓଡ଼ିଶା ଅର୍ଥ ସେବା ସଂସ୍ଥାର ଜଣେ ଅଧିକାରୀ ଭାବରେ କାର୍ଯ୍ୟ କରୁଥିଲେ ।[୨]
ରଚନାବଳୀ
[ସମ୍ପାଦନା]- ପ୍ରଥମ ପ୍ରଭାତ (୧୯୮୧)
- ସତ୍ୟମ୍ ଏବ (୧୯୮୪)
- ଝରେ ଶ୍ରାବଣ ଝୁରେ ଫଗୁଣ (୧୯୮୮)
- ଜୀଅନ୍ତ ଶବ (୧୯୮୯)
- ତମସା ତୀର୍ଥ (୧୯୯୩)
- ଜଙ୍ଗଲର ଜମାନବନ୍ଦୀ (୧୯୯୪)
- ବ୍ୟାଘ୍ର ନିନାଦ (୧୯୯୫)
- ଅରଣ୍ୟ ଅତିଥି (୧୯୯୬)
- ରକ୍ତର ରଙ୍ଗ (୧୯୯୭)
- ଭୂମିତୃଷ୍ଣା (୨୦୦୦)
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଉପନ୍ୟାସ) - ୨୦୦୦[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 3 April 2024.
- ↑ ମହାପାତ୍ର, ରାଧାନାଥ (1997). ରକ୍ତର ରଙ୍ଗ (in Oriya) (1 ed.). ଭୁବନେଶ୍ୱର: ପ୍ରତିଭାନୀ. p. ୧୧୫. Retrieved 3 April 2024.
{{cite book}}
: CS1 maint: unrecognized language (link)